ଚୀନ୍‌ ଉପରେ ଚାପ ବଢ଼ିଲା : କୋଭିଡ୍ ଉତ୍ପତ୍ତି ନେଇ ଆମେରିକାର ଖୋଳତାଡ଼

୩ ମାସରେ ରିପୋର୍ଟ ଦେବ ଗୁଇନ୍ଦା ବିଭାଗ ୱାସିଂଟନ : କରୋନା ମହମାରୀରେ ସମଗ୍ର ବିଶ୍ବ ଛଟପଟ ହେଉଛି। ୨୦୧୯ ଡିସେମ୍ବରରେ ପ୍ରଥମେ ଚୀନର ଉହାନ ସହରରେ ଏହି ମହାମାରୀ ଆରମ୍ଭ ହୋଇଥିଲା। ଏହାପରେ ସମଗ୍ର ବିଶ୍ବକୁ ବନାଗ୍ନି ଭଳି ବ୍ୟାପିଯାଇଛି। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ପ୍ରାୟ ୩୫ ଲକ୍ଷ ଲୋକଙ୍କ ଜୀବନ ନେଲାଣି କରୋନା। କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା ବହୁ ଅଧିକ ବୋଲି କୁହାଯାଉଛି। … Continue reading ଚୀନ୍‌ ଉପରେ ଚାପ ବଢ଼ିଲା : କୋଭିଡ୍ ଉତ୍ପତ୍ତି ନେଇ ଆମେରିକାର ଖୋଳତାଡ଼